Advertisment

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ପ୍ରସଙ୍ଗ: ଅଭିନେତା ଅରିନ୍ଦମ କହିଲେ- ସୁଯୋଗ ମିଳିଲେ ନିର୍ବାଚନ ଲଢ଼ିବି

Advertisment
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ପ୍ରସଙ୍ଗ: ଅଭିନେତା ଅରିନ୍ଦମ କହିଲେ- ସୁଯୋଗ ମିଳିଲେ ନିର୍ବାଚନ ଲଢ଼ିବି

କଟକ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ନେତା ତଥା ଅଭିନେତା ଅରିନ୍ଦମ ରାୟ ଭେଟିବା ଘଟଣାକୁ ଚର୍ଚ୍ଚା ବଢ଼ିଛି। ‌ଏହି ପ୍ରସଙ୍ଗ ଉପରେ ଅରିନ୍ଦମ ରାୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଦେଖିବା ଆଗକୁ କ’ଣ ହେଉଛି। ସୀମା ଭିତରେ ନରହି ଲୋକଙ୍କ ସେବା କରିବାକୁ ଚାହୁଁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ପ୍ରେରଣା ପାଇଛି। ସୁଯୋଗ ମିଳିଲେ ନିର୍ବାଚନ ଲଢ଼ିବି।

ସୂଚନାଯୋଗ୍ୟ, କିଛି ଦିନ ତଳେ କଟକ ଗସ୍ତରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅଭିନେତା ଅରିନ୍ଦମ ରାୟ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୩୦ମିନିଟ୍ ଧରି ଆଲୋଚନା ହୋଇଥିଲା। ଏହା ପରେ ଏହି ଭେଟଘାଟକୁ ନେଇ ଚର୍ଚ୍ଚା ବଢ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe