ଭୁବନେଶ୍ୱର : ବାଲେଶ୍ୱରରେ ଏକ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ପ୍ରତିଷ୍ଠା କରାଯିବ। ଉଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ ଅନୁଯାୟୀ ଓଡ଼ିଶା ସିଭିଲ କୋର୍ଟସ ଆକ୍ଟ ୧୯୮୪ ଅନୁସାରେ ଏହି କୋର୍ଟ ପ୍ରତିଷ୍ଠା କରାଯାଇଛି। ବାଲେଶ୍ୱର ଜିଲ୍ଲା ଜଜ୍ସିପ ପରିସରରେ ଏହି କୋର୍ଟ କାର୍ଯ୍ୟ କରିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି।
ବାଲେଶ୍ୱରରେ ଖୋଲିବ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ
Advertisment
Follow Us