ରାଜଧାନୀ କଲେଜରେ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ରେ ନାମଲେଖା ମାମଲା: ୬ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ୍‌

Advertisment
ଜାଲ୍ ସାର୍ଟିଫିକେଟରେ ଲକ୍ଷଲକ୍ଷ କାରବାର; ମାମଲା ରୁଜୁ, ରାକେଟ୍‌ ଠାବ ପାଇଁ ପୁଲିସର ସ୍ବତନ୍ତ୍ର ଟିମ୍‌

The Hans India

ଭୁବନେଶ୍ବର : ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦାଖଲ କରି ରାଜଧାନୀ ମହାବିଦ୍ୟାଳୟରେ ନାମ ଲେଖାଇଥିବା ୬ ଜଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୋଳତା‌ଡ଼ ପରେ ୨୦୨୧-୨୨ ଶିକ୍ଷାବର୍ଷରେ ଉକ୍ତ ଛାତ୍ରଛାତ୍ରୀ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦାଖଲ କରି ନାମ ଲେଖାଇଥିବା ଜଣାପଡ଼ିବା ପରେ ବିଭାଗ ପକ୍ଷରୁ ସେମାନଙ୍କ ନାମଲେଖା ବାତିଲ୍‌ କରାଯାଇଛି। ଏଥିସହ ସାମ୍‌ସ ୱେବସାଇଟ୍‌ରେ ଅପ୍‌ଡେଟ୍‌ କରିବାକୁ ବିଭାଗୀୟ ଉପନିର୍ଦେଶକ ରାଜେଶ କୁମାର ସାହୁ ଆଜି ଓକାକ୍‌ ଜିଏମ୍‌ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe