ପୁଣି ୧୩ କଣ୍ଟେନମେଣ୍ଟ ଜୋନ

Advertisment
ପୁଣି ୧୩ କଣ୍ଟେନମେଣ୍ଟ ଜୋନ

image source--india.com

ବୌଦ୍ଧ : ରବିବାର ବୌଦ୍ଧ ଜିଲ୍ଲାରୁ ୧୦୩ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲାର ୧୩ଟି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସେଥି ମଧ୍ୟରୁ କେବଳ ହରଭଙ୍ଗା ବ୍ଲକ୍‌ରେ ୮ଟି ରହିଛି। ସେଗୁଡ଼ିକ ହେଲା ବାଣିଭୂଷଣପୁର ପଞ୍ଚାୟତର ଚାରିଛକ, ଧଳପୁର ପଞ୍ଚାୟତର ବେତ୍ରାସାହି, ଆଡ଼େଣିଗଡ଼ ପଞ୍ଚାୟତ ସଦର ମହକୁମା, ପୁରୁଣାକଟକ ପଞ୍ଚାୟତ ସଦର ମହକୁମା, ହରଭଙ୍ଗା ପଞ୍ଚାୟତ କୋଡ଼ାସିଂହା ଓ ସମ୍ବଲପୁର, ଲୁଣିବାହାଲ ପଞ୍ଚାୟତ ବଡ଼ବନ୍ଧ ଓ ରାମଗଡ଼ ପଞ୍ଚାୟତ ସଦର ମହକୁମା। ବୌଦ୍ଧ ବ୍ଲକ ମୁରୁସୁଣ୍ଡି ପଞ୍ଚାୟତ ସଦର ମହକୁମା ଓ ଲୁଣ୍ଡାବେରୁଣି, ବୌଦ୍ଧ ଏନ୍‌ଏସିର ୩ ନଂ ୱାର୍ଡ ଅନ୍ତର୍ଗତ ଡେଲିମାର୍କେଟ, ବାବୁସାହି ଓ ଖଲିଆବଗିଚା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe