‘ଖାତାକୁ ଟଙ୍କା ନଆସିବା ଯାଏ ଆନ୍ଦୋଳନ’    

Advertisment
‘ଖାତାକୁ ଟଙ୍କା ନଆସିବା ଯାଏ ଆନ୍ଦୋଳନ’    

The Financial Express

ପଦ୍ମପୁର: ଦୀର୍ଘ ୧୩ ମାସର ଆନ୍ଦୋଳନ ସହ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅନିର୍ଦିଷ୍ଟ କାଳ ଧାରଣା ଦେବା ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ୨୦୨୧ ବର୍ଷ ପାଇଁ ୨୦୦ କୋଟି ଟଙ୍କା ମରୁଡ଼ି ସହାୟତା ଘୋଷଣା କରିଛନ୍ତି। ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଖୁବ ଶୀଘ୍ର ବୀମା ଟଙ୍କା ପ୍ରଦାନ କରିବାକୁ ବୀମା କଂପାନିଗୁଡ଼ିକୁ ନିର୍ଦେଶ ଦେଇଥିବା ଟ୍ବିଇଟ୍‌ କରିଛନ୍ତି।

ଉଭୟ ରାଜ୍ୟ ଓ କେନ୍ଦ୍ରର ଘୋଷଣା ସତ୍ତ୍ବେ ଚାଷୀ ଧାରଣାରୁ ଉଠିନାହାନ୍ତି। କେବଳ ଘୋଷଣା ନୁହେଁ ଯେ ପର୍ଯ୍ୟନ୍ତ ସହାୟତା ଓ ବୀମା ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନଆସିବା ଯାଏଁ ଧାରଣା ଜାରି ରହିବ ବୋଲି ରାଜବୋଡ଼ାସମ୍ବର କୃଷକ ସଂଗଠନ ଆବାହକ ଅଶୋକ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe