କ୍ୟାମେରାରେ ଏଆଇ ସୁବିଧା

Advertisment
କ୍ୟାମେରାରେ ଏଆଇ ସୁବିଧା

AISmartz

ଭୁବନେଶ୍ବର : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ଏକ କ୍ୟାମେରାରେ ସେହି ପ୍ରଯୁକ୍ତିକୁ ବ୍ୟବହାର କରାଯାଇଛି। ନିକନ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନୂଆ କ୍ୟାମେରା ନିକନ୍‌ ଜେଡ୍‌ ୮ରେ ‌ସେହି ପ୍ରଯୁକ୍ତିକୁ ବ୍ୟବହାର କରାଯାଇଛି। କଂପାନିର ପରିଚାଳନା ନିର୍ଦ୍ଦେଶକ ସଜ୍ଜନ କୁମାର କହିଛନ୍ତି ଯେ ଏଆଇର ଶକ୍ତି କ୍ୟାମେରାରେ ଛବି ଉତ୍ତୋଳନର ଏକ ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ପ୍ରଦାନ କରିବ।

ସେ କହିଛନ୍ତି ଯେ ଏହି କ୍ୟାମେର‌ାରେ ୧୨୫ ମିନିଟ୍ ପର୍ଯ୍ୟନ୍ତର ୪କେ ଓ ୯୦ ମିନିଟ୍‌ର ୮କେ ଭିଡିଓ ରେକର୍ଡ କରାଯାଇପାରିବ। ଏହା ହେଉଛି ଏକ ମିରର୍‌ ନଥିବା କ୍ୟାମେରା ଯାହାକୁ କ୍ରୀଡ଼ା, ଫେସନ୍, ବନ୍ୟଜନ୍ତୁ ଫଟୋଗ୍ରାଫର ଓ ସିନେମାଟୋଗ୍ରାଫରମାନେ ବ୍ୟବହାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe