ଏସସିବିରୁ ରୋଗୀଙ୍କୁ ଏୟାର୍‌ ଲିଫଟ: କଟକରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ହାଇଆଲର୍ଟ ଜାରି

Advertisment
ଅଗଷ୍ଟ ୧୦ ସୁଦ୍ଧା ଏସ୍‌ସିବିରେ ‘ମଙ୍କିପକ୍ସ’ ତାଲିମ

କଟକ: କଟକ ଏସସିବିରୁ ଜଣେ ରୋଗୀଙ୍କୁ ଏୟାର୍‌ ଲିଫଟ କରାଯାଉଥିବାର ଖବର ମିଳିଛି। ଏସିବିରୁ ସୁରାଟ ଯିବେ ଇନ୍ଦ୍ରମଣି ପାଣି। ଇନ୍ଦ୍ରମଣିଙ୍କ ପୁଅ ବାଞ୍ଛାନିଧି ପାଣି ଜଣେ ଓଡ଼ିଆ ଆଇଏସ ଅଧିକାରୀ। ସେ ସଂପ୍ରତି ସୁରାଟ ମୁନସିପାଲ କମିସନର ଭାବେ କାର୍ଯ୍ୟରତ।

ପୁଲିସ ଏସ୍କର୍ଟରେ ସାଢେ ୯ଟାରେ ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ଯାଉଛନ୍ତି ଇନ୍ଦ୍ରମଣି। ଏଥିଲାଗି କଟକରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ହାଇଆଲର୍ଟ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe