ବ୍ରହ୍ମଗିରି: ଆଜି ବ୍ରହ୍ମଗିରି ବ୍ଲକ ମଣପଡ଼ାସ୍ଥିତ ଶ୍ରୀଧରନାଥଙ୍କ ପୀଠରେ ଅଁଳାନବମୀ ଓ ଶ୍ରୀରାଧାପାଦ ଦର୍ଶନ ହୋଇଛି। ଭୋର ଚାରିଟାରୁ ମନ୍ଦିର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ ନୀତି ବଢି ଗୋପାଳବଲ୍ଲଭ ଉଠିଥିଲା। ସକାଳ ୬ଟାରୁ ଶ୍ରୀରାଧା ଓଡିଆଣି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ବେଳେ ସଂଧ୍ୟାରେ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଛି। ସମସ୍ତ କାର୍ଯ୍ୟକ୍ରମ ଗ୍ରାମବାସୀ ପରିଚାଳନା କରୁଛନ୍ତି।
ଶ୍ରୀଧରନାଥଙ୍କ ପୀଠରେ ଅଁଳାନବମୀ
Advertisment
Follow Us