୨୦ରେ ସର୍ବଦଳୀୟ ବୈଠକ

Advertisment
ଶେଷଦିନ ଗୃହ କମ୍ପିଲା: କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କ ଆକ୍ରମଣ

odishaassembly.nic.in

ଭୁବନେଶ୍ବର : ବିଧାନସଭାର ବଜେଟ୍‌ ଅଧିବେଶନ ୨୧ ତାରିଖରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ୨୦ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ବିଧାନସଭା ସଚିବାଳୟର ନୂଆ ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଗୃହ କାର୍ଯ୍ୟର ପରିଚାଳନା, ପୂର୍ଣ୍ଣାଙ୍ଗ ବଜେଟ୍‌ ସହ ଲୋକଙ୍କ ସମସ୍ୟାଗୁଡ଼ିକର ସୁଚାରୁରୂପେ ଉପସ୍ଥାପନା ନେଇ ସବୁ ଦଳର ନେତାଙ୍କ ସହ ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe