ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ: ଫରେଷ୍ଟଗାର୍ଡ ଗିରଫ 

ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ସମ୍ବଲପୁର: କ୍ଷେତରାଜପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୁଲିସ ଜଣେ ଫରେଷ୍ଟ ଗାର୍ଡଙ୍କୁ ଗିରିଫ କରିଛି। ପଡ଼ିଆବାହାଲର ଫରେଷ୍ଟ ଗାର୍ଡ ଆଶିଷ ସାହୁ ଓ ସଚିନ ଜେନାକୁ ଗିରଫ କରି ଶୁକ୍ରବାର ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ତାଙ୍କ ଭାଇ ସହ ଯାଉଥିବା ବେଳେ ଆଶିଷ ଓ ସଚିନ୍‌ ଆଉ ଏକ ବାଇକ୍‌ରେ ଆସୁଥିଲେ। ଯୁବତୀ ବାଇକ୍‌ରେ ଥିବା ବେଳେ ଉଭୟେ ତାଙ୍କୁ ଅସଦାଚରଣ କରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ସ୍ଥାନୀୟ ଲୋକେ ଉଭୟଙ୍କୁ ପ୍ରବଳ ପିଟିଥିଲେ। ଶୁକ୍ରବାର ଉଭୟଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe