ଶନିବାର ଓ ରବିବାର ସଟ୍‌ଡାଉନ୍‌ରେ ଏଲ୍‌ପିଜି ଗ୍ୟାସ୍‌ ବଣ୍ଟନକୁ ଅନୁମତି

Advertisment
ଶନିବାର ଓ ରବିବାର ସଟ୍‌ଡାଉନ୍‌ରେ ଏଲ୍‌ପିଜି ଗ୍ୟାସ୍‌ ବଣ୍ଟନକୁ ଅନୁମତି

business-standard.com

ଭୁବନେଶ୍ବର : କରୋନା ପ୍ରତିହତ ପାଇଁ ୧୦ଟି ଜିଲ୍ଲାରେ ହେଉଥିବା ସପ୍ତାହର ଶେଷ ଦୁଇଦିନରେ ରନ୍ଧନ ଗ୍ୟାସ୍‌ ବଣ୍ଟନ ହୋଇପାରିବ। ଗତ ୩୦ ତାରିଖ ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରି ଆଜି ଏପରି ସାନି ନିର୍ଦ୍ଦେଶନାମା ରାଜ୍ୟ ସରକାର ଜାରି କରିଛନ୍ତି। ଏଣିକି ଶନିବାର ଓ ରବିବାରରେ ଖାଉଟିମାନଙ୍କ ପାଇଁ ଏଲ୍‌ପିଜି ଗ୍ୟାସ୍‌ ହୋମ୍‌ ଡେଲିଭେରି ହୋଇ ପାରିବ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିସନର ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe