ଏଣିକି ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା

Advertisment
ଆଗକୁ ୯ମ ବୋର୍ଡ ପରୀକ୍ଷା, ଆନ୍ଦୋଳନରେ ଶିକ୍ଷକ

Samayam Malayalam

ଭୁବନେଶ୍ବର: ଏଣିକି ବର୍ଷକୁ ଦୁଇ ଥର ହେବ ବୋର୍ଡ ପରୀକ୍ଷା। ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ୨୦୨୪ରୁ ଏହାକୁ ଲାଗୁ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାପ ହ୍ରାସ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଦୁଇଟି ବୋର୍ଡ ପରୀକ୍ଷା ଫଳ ମଧ୍ୟରୁ ଶ୍ରେଷ୍ଠକୁ ବିଚାରକୁ ନିଆଯିବ। ଏଥିସହ ଏକାଦଶ ଓ ଦ୍ୱାଦଶରେ ପିଲା ଦୁଇଟି ଭାଷା ପଢ଼ିବେ। ଏହି ଦୁଇଟି ଭାଷାରୁ ଛାତ୍ରଛାତ୍ରୀ ଗୋଟିଏ ଭାରତୀୟ ଭାଷା ପଢ଼ିବା ବାଧ୍ୟତାମୂଳକ। ପିଲାମାନେ ଏବେ କଳା, ବାଣିଜ୍ୟ, ବିଜ୍ଞାନରେ ସୀମିତ ନ ରହି ସେମାନଙ୍କ ପସନ୍ଦ ଅନୁଯାୟୀ ପଢ଼ିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe