ଆଜି ରେଂଗାଲିରେ ଅମୀ‌ଷା ପଟେଲ, ଅଫତାବ ଶିବଦାସିନୀଙ୍କ ପ୍ରଚାର

Advertisment
ଆଜି ରେଂଗାଲିରେ ଅମୀ‌ଷା ପଟେଲ, ଅଫତାବ ଶିବଦାସିନୀଙ୍କ ପ୍ରଚାର

ରେଙ୍ଗାଲି : ଶୁକ୍ରବାର ରେଂଗାଲି ନିର୍ବାଚମଣ୍ଡଳୀରେ ବିଜେଡି ସପକ୍ଷରେ ପ୍ରଚାର ପାଇଁ ବଲିଉଡ୍ ତାରକା ଅମୀଷା ପଟେଲ ଏବଂ ଅଫତାବ ଶିବଦାସିନି ଆସୁଛନ୍ତି। ସେମାନେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାନେଶ୍ବର ହାଟପଡ଼ିଆ ଓ ମହାବୀର ଛକ ରେଂଗାଲିରେ ନିର୍ବାଚନୀ ସଭା କରି ଭୋଟରଙ୍କୁ ଆକୃଷ୍ଟ କରିବେ। ବିଜେଡି ନେତା ନବ ଦାସ ମଧ୍ୟ ପ୍ରଚାରରେ ସାମିଲ ହେବେ। ରେଙ୍ଗାଲି ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ରୀନା ତନ୍ତୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। କଳାମାଟି ଓ ଗଡ଼ମୁଣ୍ଡାଠାରେ ମଧ୍ୟ ନିର୍ବାଚନୀ ପ୍ରଚାର କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe