ମାଉଣ୍ଟ୍ କିଲିମାଞ୍ଜାରୋ ଆରୋହଣକାରୀ ଦଳରେ ଓଡ଼ିଆ ଦମ୍ପତି

ଡାକ୍ତର ସାଗରିକା ମିଶ୍ର ଏବଂ ସୌଭାଗ୍ୟ କୁମାର ରଥ ଆଫ୍ରିକାର ତାଞ୍ଜାନିଆର ଉଚ୍ଚତମ ପାହାଡ଼ ମାଉଣ୍ଟ୍ କିଲିମାଞ୍ଜାରୋ ଆରୋହଣକାରୀ ଦଳରେ ସାମିଲ ହୋଇଛନ୍ତି। ଓଡ଼ିଶାର ପ୍ରଥମ ଦମ୍ପତି ଭାବେ ସେମାନେ ଏଭଳି କାର୍ଯ୍ୟ କରିବାକୁ ସକ୍ଷମ ହୋଇଛନ୍ତି...

ସାଗରିକା-ସୌଭାଗ୍ୟ

ସାଗରିକା-ସୌଭାଗ୍ୟ Photograph: (sambad.in)

ଭୁବନେଶ୍ବର: ଡାକ୍ତର ସାଗରିକା ମିଶ୍ର ଏବଂ ସୌଭାଗ୍ୟ କୁମାର ରଥ ଆଫ୍ରିକାର ତାଞ୍ଜାନିଆର ଉଚ୍ଚତମ ପାହାଡ଼ ମାଉଣ୍ଟ୍ କିଲିମାଞ୍ଜାରୋ ଆରୋହଣକାରୀ ଦଳରେ ସାମିଲ ହୋଇଛନ୍ତି। ଓଡ଼ିଶାର ପ୍ରଥମ ଦମ୍ପତି ଭାବେ ସେମାନେ ଏଭଳି କାର୍ଯ୍ୟ କରିବାକୁ ସକ୍ଷମ ହୋଇଛନ୍ତି।

୨୩ ଫେବ୍ରୁଆରି ୨୦୨୫ରେ ସେମାନେ ତାଞ୍ଜାନିଆରେ ଆରୋହଣକାରୀ ଦଳ ସହ ସାମିଲ ହେବେ। ସୌଭାଗ୍ୟ ୟୁରୋପର ମାଉଣ୍ଟ୍ ଇବ୍ରୁସ୍ ଆରୋହଣ କରି ସାରିଛନ୍ତି। 

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ସୁନା ଖଣି, ଗୋଟିଏ ବ୍ଲକ ନିଲାମ ହେବ: ମନ୍ତ୍ରୀ

ପତ୍ନୀ ସାଗରିକା ଜଣେ ପ୍ରାଣୀ ଡାକ୍ତର ଭାବେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ୍‌ରେ କାର୍ଯ୍ୟ କରୁଛନ୍ତି। ସେହିପରି ସୌଭାଗ୍ୟ ସମ୍ବଲପୁର ଆକାଶବାଣୀରେ ପ୍ରସାରଣ ନିଷ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଭାଙ୍ଗିଗଲା ୪ବର୍ଷର ବିବାହ: ଅଲଗା ହେଲେ ଚହଲ ଏବଂ ଧନଶ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe