ସମ୍ବାଦ ସାହିତ୍ୟଘର ପକ୍ଷରୁ ବାର୍ଷିକ ବୈଠକ ଓ କବିତା ଆସର

Advertisment

ସମ୍ବାଦ ସାହିତ୍ୟଘର ପକ୍ଷରୁ ବାର୍ଷିକ ବୈଠକ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ସାହିତ୍ୟଘରର ସଭାପତି ତିମିର ରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ସମ୍ବାଦ ସାହିତ୍ୟଘରର ୧୩ ବର୍ଷ ପୂର୍ତ୍ତି ଅବସରରେ ଏକ ବୈଠକ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି।

ସମ୍ବାଦ ସାହିତ୍ୟଘର ପକ୍ଷରୁ ବାର୍ଷିକ ବୈଠକ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ସାହିତ୍ୟଘରର ସଭାପତି ତିମିର ରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ସମ୍ବାଦ ସାହିତ୍ୟଘରର ୧୩ ବର୍ଷ ପୂର୍ତ୍ତି ଅବସରରେ ଏକ ବୈଠକ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି।

IMG-20241111-WA0008

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ସୋମବାର ବାର୍ଷିକ ବୈଠକ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲିଟିଲ୍ ଫ୍ଲାଓାର୍ ସ୍କୁଲର ସମ୍ମିଳନୀ କକ୍ଷରେ ସମ୍ବାଦ ସାହିତ୍ୟଘରର ସଭାପତି ତିମିର ରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ସମ୍ବାଦ ସାହିତ୍ୟଘରର ୧୩ ବର୍ଷ ପୂର୍ତ୍ତି ଅବସରରେ ଏକ ବୈଠକ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି।

୧୩ ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ସୋମବାର ବାର୍ଷିକ ବୈଠକ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ସମ୍ପାଦକ ଡ. ଦିଗମ୍ବର ଗିରି ଏହି ଦିବସରର ଅଭିନନ୍ଦନ ଜଣାଇ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କକରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟଘରର ସଂଯୋଜକ ତଥା ରାଇରଙ୍ଗପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ, ଲିଟିଲ୍ ଫ୍ଲାଓାର୍ ସ୍କୁଲର ନିର୍ଦ୍ଦେଶକ କାଳିପ୍ରସନ୍ନ ମହାନ୍ତି, ସଦସ୍ୟ/ସଦସ୍ୟା ରୀତା ପରିଡ଼ା, ଅନିତା ଦାସ,ଝରଣା ପଟ୍ଟନାୟକ, ସସ୍ମିତା ଗିରି, ସୁଚିତ୍ରା ମଣ୍ଡଳ, ଶ୍ରୀମତୀ ହେମ୍ବ୍ରମଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି କବିତାପାଠ କରିଥିଲେ। ଶେଷରେ ସଂଯୋଜକ ତୁଷାରକାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe