The Economic Times
ଭୁବନେଶ୍ବର: ଆଜି ରାଜ୍ୟରୁ ୨୩୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ୨୩୦ କରୋନା ସୁସ୍ଥଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୩୧ଜଣ, ଅନୁଗୁଳରୁ ୩୦ଜଣ,ବଲାଙ୍ଗୀରରୁ ୧୭ଜଣ, ଖୋର୍ଧାରୁ ୧୭ଜଣ, ମୟୂରଭଞ୍ଜରୁ ୧୪ଜଣ, ବାଲେଶ୍ବରରୁ ୧୩ଜଣ, ସମ୍ବଲପୁରରୁ ୧୩ଜଣ, କଟକରୁ ୧୨ଜଣ, ଯାଜପୁରରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୧୨ଜଣ, ନୂଆପଡ଼ାରୁ ୧୦ଜଣ, ଝାରସୁଗୁଡ଼ାରୁ ୯ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
/sambad/media/post_attachments/ff2c3d187f06926a9cdde23bc36d5db82651b11e12094f61b32b91f6cd8e95f5.jpg)
ଏଥିସହିତ କେନ୍ଦୁଝରରୁ ୬ଜଣ, ଦେବଗଡ଼ରୁ ୪ଜଣ, ଗଞ୍ଜାମରୁ ୩ଜଣ, କଳାହାଣ୍ଡିରୁ ୨ଜଣ, ଭଦ୍ରକରୁ ଜଣେ, ନୟାଗଡ଼ରୁ ଜଣେ, ରାୟଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୭୦୦୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।
Follow Us