ଖୋର୍ଦ୍ଧା ଜିଲ୍ଲାରୁ ୪୫୭ ଜଣଙ୍କ ସହ ରାଜ୍ୟରେ ଆଜି ସୁସ୍ଥ ହେଲେ ୨୭୭୨ କରୋନା ଆକ୍ରାନ୍ତ

Advertisment

ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୫୩୫କୁ ବୃଦ୍ଧି

ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୫୩୫କୁ ବୃଦ୍ଧି

ଖୋର୍ଦ୍ଧା ଜିଲ୍ଲାରୁ ୪୫୭ ଜଣଙ୍କ ସହ ରାଜ୍ୟରେ ଆଜି ସୁସ୍ଥ ହେଲେ ୨୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୪୫୭ ଜଣଙ୍କ ସମେତ ରାଜ୍ୟରେ ଆଜି ୨ ହଜାର ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୫୩୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୨୦୨ ଜଣ, ପୁରୀ ଜିଲ୍ଲାରୁ ୧୮୫ ଜଣ, ଅନୁଗୁଳ ଜିଲ୍ଲାରୁ ୧୮୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୦ ଜଣ, ନୂଆପଡ଼ା ଜିଲ୍ଲାରୁ ୧୪୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୯୪ ଜଣ, ଯାଜପୁର ଜିଲ୍ଲାରୁ ୯୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୭୮ ଜଣ ଓ ବଲାଙ୍ଗୀର ଜିଲ୍ଲାରୁ ୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିଭଳି ବରଗଡ଼ ଜିଲ୍ଲାରୁ ୭୩ ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ ଜଣ, ମୟୂରଭଂଜ ଜିଲ୍ଲାରୁ ୬୮ ଜଣ, ମାଲକାନଗିରି ଜିଲ୍ଲାରୁ ୬୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୫ ଜଣ, ନବରଂଗପୁର ଜିଲ୍ଲାରୁ ୬୨ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୫୯ ଜଣ, ନୟାଗଡ଼ ଜିଲ୍ଲାରୁ ୫୫ ଜଣ, ରାୟଗଡ଼ା ଜିଲ୍ଲାରୁ ୫୪ ଜଣ, କୋରାପୁଟ ଜିଲ୍ଲାରୁ ୫୧ ଜଣ, କନ୍ଧମାଳ ଜିଲ୍ଲାରୁ ୪୩ ଜଣ, ଭଦ୍ରକ ଜିଲ୍ଲାରୁ ୩୩ ଜଣ, ଗଂଜାମ ଜିଲ୍ଲାରୁ ୩୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୭ ଜଣ, ବୌଦ୍ଧ ଜିଲ୍ଲାରୁ ୧୮ ଜଣ ଓ ରାଜ୍ୟ ପୁଲରୁ ୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe