ବିଦ୍ୟୁତ୍ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ, ମାସେ ମଧ୍ୟରେ ଦ୍ବିତୀୟ ଘଟଣା

Advertisment
ବିଦ୍ୟୁତ୍ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ, ମାସେ ମଧ୍ୟରେ ଦ୍ବିତୀୟ ଘଟଣା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେସ୍ବର ବ୍ଲକ୍ ବଦୁଆପାଲି ଝାଙ୍କରବାହଲିରେ ବିଦ୍ୟୁତ୍ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଖାଦ୍ୟ ଅନ୍ବେଷଣରେ ହାତୀଟି ଆସିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଗୋଟିଏ ମାସରେ ଏପର୍ଯ୍ୟନ୍ତ ଦୁଇ ହାତୀଙ୍କର ମୃତ୍ୟୁ ବିଦ୍ୟୁତ୍ ଆଘାତରେ ଘଟିଛି। ଏହା ପୂର୍ବରୁ ଜିଜୁମୋରା ବ୍ଲକ୍‌ରେ ଏକ ହାତୀର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe