ଶିଳ୍ପୀ ସତ୍ୟଙ୍କ ଆଉ ଏକ ସଫଳତା

Advertisment

ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନ ପାଇଲା ସତ୍ୟଙ୍କ କଲା

ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନ ପାଇଲା ସତ୍ୟଙ୍କ କଲା

ଶିଳ୍ପୀ ସତ୍ୟଙ୍କ ଆଉ ଏକ ସଫଳତା

ବ୍ରହ୍ମପୁର: ବାଲୁକା ଶିଳ୍ପୀ ସତ୍ୟ ମହାରଣା ବିଭିନ୍ନ ସମାଗ୍ରୀରେ ସୁକ୍ଷ୍ମ କାରୁକାର୍ଯ୍ୟ କରି ଏକାଧିକ କୀତ୍ରର୍ତ୍ତିମାନ ହାସଲ କରିଛନ୍ତି। ଚଳିତ ବର୍ଷ ଶାରଦୀୟ ପୂଜା ଅବସରରେ ମା'ଦୁର୍ଗାଙ୍କ ତିନିଟି ସୁକ୍ଷ୍ମ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। କାଠରେ ନିର୍ମିତ ମା' ଦଶଭୂଜାଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ମାତ୍ର ୧.୩ସେମି ଥିବା ବେଳେ ପଥର ନିର୍ମିତ ମା'ଙ୍କ ପ୍ରତିମାର ଉଚ୍ଚତା ମଧ୍ୟ ୧.୩ସେମି ଏବଂ ଚକ୍‌ ନିର୍ମିତ ପ୍ରତିମାର ଉଚ୍ଚତା ୧ସେମି ଥିଲା। ଏଗୁଡ଼ିକୁ ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନିତ କରିବା ପାଇଁ ସେ ଗତମାସରେ ଆବେଦନ କରିଥିଲେ। ଉକ୍ତ ସଂସ୍ଥାର ସମ୍ପାଦନା ମଣ୍ଡଳୀ ଆବଶ୍ୟକ ଯାଂଚ କରିବା ପରେ ଏହି ତିନି ପ୍ରତିମାକୁ 'ଆପ୍ରିସିଏସନ୍‌'ବର୍ଗରେ ତାଲିକାଭୁକ୍ତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe