ମାଓ ବିରୋଧୀ ଅପରେସନ ଜାରି

Advertisment

ଛତିଶଗଡ ତେଲେଙ୍ଗାନା ସୀମାରେ ବଡ଼ ଧରଣର ଅପରେସନ ଜାରି ରହିଛି। କୁଖ୍ଯାତ ମାଓନେତାଙ୍କୁ ଧରିବା ଲାଗି ଅପରେସନ ଆରମ୍ଭ ହୋଇଛି। ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଅପରେସନ ଜାରି ରହିଛି...

ଛତିଶଗଡ ତେଲେଙ୍ଗାନା ସୀମାରେ ବଡ଼ ଧରଣର ଅପରେସନ ଜାରି ରହିଛି। କୁଖ୍ଯାତ ମାଓନେତାଙ୍କୁ ଧରିବା ଲାଗି ଅପରେସନ ଆରମ୍ଭ ହୋଇଛି। ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଅପରେସନ ଜାରି ରହିଛି...

Anti-Mao operations continue

Anti-Mao operations continue Photograph: (sambad.in)

ମାଲକାନଗିରି: ଛତିଶଗଡ ତେଲେଙ୍ଗାନା ସୀମାରେ ବଡ଼ ଧରଣର ଅପରେସନ ଜାରି ରହିଛି। କୁଖ୍ଯାତ ମାଓନେତାଙ୍କୁ ଧରିବା ଲାଗି ଅପରେସନ ଆରମ୍ଭ ହୋଇଛି।

ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଅପରେସନ ଜାରି ରହିଛି ଅପରେସନରେ ବାୟୁସେନାର ହେଲିକପ୍ଟର ସାମିଲ ହୋଇଛି।

ଅତ୍ଯାଧୁନିକ ଡ୍ରୋନ୍ ସାହାୟତାରେ ମାଓ ଗତିବିଧି ଉପରେ ନଜର ରଖାଯାଉଛି। ତେଲେଙ୍ଗାନା ଗ୍ରେହାଉଣ୍ଡ ଓ ଛତିଶଗଡ ଡିଆରଜି ଓ କୋବ୍ରା ଯବାନ ଅପରେସନରେ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe