ରୋଡ ‌ସୋ କରିବେ ଅପରାଜିତା

Advertisment
ମୁଁ କେବେ ଲିଙ୍ଗରାଜ ଆଇନକୁ ବିରୋଧ କରିନି: ଅପରାଜିତା

The New Indian Express

ବରଗଡ଼ : ବିଜେପି ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଆଜି ନିର୍ବାଚନ ପ୍ରଚାରରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସୁଛନ୍ତି। ସେ ସକାଳ ୧୧ରୁ ୧୨.୧୫ ଯାଏ ଭେଉଁରିଆଠାରେ ରୋଡ୍‌ ସୋ’ ସହ ସାଧାରଣ ସଭାରେ ଯୋଗଦେବେ। ଏହାପରେ ସତୀଭଟା ଛକ ଓ ପୁରେନାରେ ଦିନ ୧୨.୩୦ରୁ ୨ଟା, ବରିକେଲଠାରେ ଅପରାହ୍ନ ସାଢ଼େ ୩ରୁ ସଂଧ୍ୟା ୫ଟା ଏବଂ ମହୁଲପାଲିଠାରେ ସଂଧ୍ୟା ସାଢ଼େ ୫ଟାରୁ ରାତି ୭ଟା ଯାଏ ରୋଡ୍‌ ସୋ’ ସହ ନିର୍ବାଚନୀ ସଭା କରିବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe