Daily Times
ଗଞ୍ଜାମ: ଜାମ୍ମୁ ଓ କଶ୍ମୀର ବାରମୁଲ୍ଲାର ଉରି ଅଞ୍ଚଳରୁ ଜଣେ ଓଡ଼ିଆ ଯୁବକ ଗିରଫ ହୋଇଛି। ଗିରଫ ଓଡ଼ିଆ ଯୁବକ ଠାରୁ ନେପାଳର ୧୨୬ଟି ମୁଦ୍ରା ଓ ହଜାରେ ନୋଟ ସହ ଭାରତୀୟ ସେନା ଗିରଫ କରିଛି। ଗିରଫ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା କୁଳିଗାଁର ଦୁର୍ଯ୍ୟୋଧନ ମହାରାଜ ବୟସ ୪୨ ବର୍ଷ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଦୁର୍ଯ୍ୟୋଧନ ମହାରାଜ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ସମୟରେ ସ୍ଥାନୀୟ ଆର୍ମି ୟୁନିଟ ଦ୍ୱାରା ୩.୩୦ରେ ଧରାପଡ଼ିଥିଲା। ଏହାପରେ ଆଗମୀ ଯାଞ୍ଚ ପାଇଁ ଉରି ପୁଲିସକୁ ଦୁର୍ଯ୍ୟୋଧନକୁ ହସ୍ତାନ୍ତର କରାଯାଇଥିଲା।
Follow Us