ଧନୁଯାତ୍ରା କଳାକାର ଚୟନ ଜାରି

Advertisment
ଧନୁଯାତ୍ରା କଳାକାର ଚୟନ ଜାରି

ବରଗଡ଼ : ପ୍ଲାଟିନମ୍‌ ଜୁବୁଲି ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଚୟନ ଜାରି ରହିଛି। ଦ୍ବିତୀୟ ଦିନରେ ଚାଣୁର ପାଇଁ ଆବେଦନ କରିଥିବା ୧୯ରୁ ୧୦ଜଣ, ମୁଷ୍ଟିକ ପାଇଁ ୧୦ରୁ ୮ଜଣ, ମହାମନ୍ତ୍ରୀ ପାଇଁ ୨୨ରୁ ୧୯ଜଣ, ଅକ୍ରୁର ପାଇଁ ୧୭ରୁ ୧୨ଜଣ, ସାତ୍ୟକି ପାଇଁ ୧୦ରୁ ୫ଜଣ ଉପସ୍ଥିତ ଥିଲେ।

ବିଚାରକ ଭାବରେ କଳାହାଣ୍ଡିରୁ ଡ. ପ୍ରଦୀପ ମାଝୀ, ବଲାଂଗୀରରୁ ଜମାଲ ଖାଁ, ସମ୍ବଲପୁରରୁ ବ୍ରଜେନ୍ଦ୍ର ନାୟକ, ଦେବଗଡ଼ରୁ ହେମନ୍ତ ମହାପାତ୍ର, ବରଗଡ଼ରୁ ଲିଟୁ ମହାନ୍ତି, ବିଜେପୁରରୁ ଶିବଲାଲ ସାଗର ଏବଂ ପଦ୍ମପୁରରୁ ଅଶୋକ ବହିଦାର ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe