ଓଆର୍‌ଏସ ପାଣି ବାଣ୍ଟିଲେ ଆଶାକର୍ମୀ

Advertisment
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ମତଦାନ ୭୩.୭୬%, କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୮୬.୮୩% ମତଦାନ

ପଡିଆ : ଆଜି ଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ମାଲକାନଗିରି ଜିଲ୍ଲାର ପଡିଆ ଓ କାଲିମେଳା ବ୍ଲକର ବିଭିନ୍ନ ବୁଥରେ ମତଦାନ ପାଇଁ ଜମିଥିଲା ଭୋଟରଙ୍କ ଭିଡ଼। ପ୍ରବଳ ଗରମ ସତ୍ତ୍ବେ ମତଦାନ ପାଇଁ ଭୋଟର ମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ମତଦାନ କେନ୍ଦ୍ର ଗୁଡିକରେ ପ୍ରଶାସନ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ଅନ୍ୟପଟେ ଭୋଟରଙ୍କ ‌ଶୋଷ ମେଣ୍ଟାଇବା ପାଇଁ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ନିୟୋଜିତ ୧୧୦ଜଣ ଆଶାକର୍ମୀ ଭୋଟରଙ୍କୁ ଓଆରଏସ ପାଣି ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ଏହା ପିଇବା ଭୋଟର ମାନେ ଆଶ୍ବସ୍ତି ଲାଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe