Indian Masterminds
କେନ୍ଦୁଝର/ ଆନନ୍ଦପୁର: ଜାତୀୟ ଜନଜାତି ଆୟୋଗଙ୍କ ଛାଟ ପରେ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ଲାଗିଛି ଏନ୍ଜିଟି ଛାଟ। କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଅନ୍ତର୍ଗତ ମଦନପୁର କାଜୁ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡ଼ାପଥର ଓ ମୋରମ ଚାଲାଣ ଘଟଣାରେ ଆଜି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ ଓ ଘସିପୁରା ତହସିଲଦାର ବାବୁଲ ପେରେଇ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ରେ ହାଜର ହୋଇଛନ୍ତି। ଉଭୟ କୋଲକାତାସ୍ଥିତ ଏନ୍ଜିଟି କାର୍ଯ୍ୟାଳୟରେ ପହଞ୍ଚି ନିଜର ପକ୍ଷ ରଖିଛନ୍ତି।
Follow Us