ଖୋର୍ଦ୍ଧା ଜିଲ୍ଲାରେ ଆଜି ଅଶୋକାଷ୍ଟମୀ ଛୁଟି

Advertisment
ନୀତି ନିର୍ଘଣ୍ଟ ଚୂଡାନ୍ତ: ସାଢ଼େ ୩ଟା ପୂର୍ବରୁ ଗଡ଼ିବ ମହାପ୍ରଭୁଙ୍କ ରୁକୁଣା ରଥ

www.harekrsna.com

ଭୁବନେଶ୍ବର : ଅଶୋକାଷ୍ଟମୀ ଉପଲକ୍ଷେ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାରେ ସବୁ ସରକାରୀ ଅନୁଷ୍ଠାନ ବନ୍ଦ ରହିବ। କେନ୍ଦ୍ରାଞ୍ଚଳ ଆର୍‌ଡିସି ଏପ୍ରିଲ ୨୦କୁ ଖୋର୍ଦ୍ଧା ଜିଲ୍ଲା ପାଇଁ ସ୍ଥାନୀୟ ଛୁଟି ଭାବେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଅଶୋକାଷ୍ଟମୀ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନୀୟ ଛୁଟି ହେଉଥିବା ଜଣାପଡ଼ିଛି। ତେବେ ଗତବର୍ଷ କୋଭିଡ୍‌ କଟକଣା ଯୋଗୁଁ ରୁକୁଣା ରଥଯାତ୍ରା ହୋଇନଥିବାରୁ ଏହି ଦିନ ଛୁଟି ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe