ବେଆଇନ୍ ଅର୍ଥ ଆଦାୟ ଅଭିଯୋଗରେ ଏଏସ୍ଆଇ ନିଲମ୍ବିତ

Advertisment
ବେଆଇନ୍ ଅର୍ଥ ଆଦାୟ ଅଭିଯୋଗରେ ଏଏସ୍ଆଇ ନିଲମ୍ବିତ

image source-justdial

ଜଳେଶ୍ୱର: ବେଆଇନ୍ ଅର୍ଥ ଆଦାୟ ଅଭିଯୋଗରେ ବାଲେଶ୍ବର ଏସ୍‌ପି ଆଜି ଜଣେ ଫାଣ୍ଡି ଅଧିକାରୀ ତଥା ଏଏସ୍‌ଆଇଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଏଏସ୍ଆଇ ଜଣକ ହେଲେ ଉମାକାନ୍ତ ମହାପାତ୍ର।

ମିଳିଥିବା ସୂଚନା ମୁତାବକ ନିଲମ୍ବିତ ଫାଣ୍ଡି ଅଧିକାରୀ ଶ୍ରୀ ମହାପାତ୍ର ଫୋନ୍ ଯୋଗେ ଲୋକଙ୍କୁ ବଟି ମାଗୁଥିବା ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ତାହା ଏସ୍‌ପିଙ୍କ ହସ୍ତଗତ ହୋଇଥିଲା। ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶରେ ଏନେଇ ତଦନ୍ତ ହେବା ପରେ ଆଜି ନିଲମ୍ବନ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe