ମୋଦୀ ମାଗଣା ଚାଉଳ ଦେଲେ, ନବୀନ ଅଖା ଦେଲେ: ଆସାମ ମୁଖ୍ୟମନ୍ତ୍ରୀ ହମନ୍ତ ବିଶ୍ବଶର୍ମା

Advertisment
ମୋଦୀ ମାଗଣା ଚାଉଳ ଦେଲେ, ନବୀନ ଅଖା ଦେଲେ: ଆସାମ ମୁଖ୍ୟମନ୍ତ୍ରୀ ହମନ୍ତ ବିଶ୍ବଶର୍ମା

ବ୍ରହ୍ମପୁର: କବି ସୂର୍ଯ୍ୟନଗରରୁ ପୁଣି ବିଜେଡି ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ ହମନ୍ତ ବିଶ୍ବଶର୍ମା। ସେ ଜନସଭାରେ ଉଦବୋଧନ ଦେଇ କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶାକୁ ମାଗଣା ଚାଉଳ ଦେଉଛନ୍ତି। ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ମାଗଣାରେ ୨ଟି ଅଖା ଦେଲେ।  ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଉଳ ଦେଲେ, ହେଲେ ନବୀନ ପଟ୍ଟନାୟକ ଦୁଇଟି ଅଖା ଦେଲେ। ତମେ ଡାଲି ନଚେତ୍ ଲୁଣ ଦେଇଥାନ୍ତ। ରାଜ୍ୟ ସରକାର ୨ ଅଖା ଦେଇ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି । ଆଉ ସେହି ଝୁଲା ମଧ୍ୟ ଓଡ଼ିଶାରେ ତିଆରି ନୁହେଁ, ବରଂ ତାମିଲନାଡୁରୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe