ଏସବିଆଇ ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ

Advertisment
ଏସବିଆଇ ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ

ଲେଫ୍ରିପଡ: ଗତକାଲି ରାତିରେ ଦର୍ଲିପାଲିଠାରେ ଥିବା ଏକ ଏସବିଆଇ ଏଟିଏମ୍ ରେ ପହଞ୍ଚି କେତେକ ଦୁର୍ବୃତ୍ତ ଭାଙ୍ଗି ଲୁଟ୍ ଉଦ୍ୟମ କରିଥିଲେ। ହେଲେ ସେମାନଙ୍କ ଉଦ୍ୟମ ବିଫଳ ହୋଇଥିବା ଜଣାପଡ଼ିଛି। ରାତିରେ ପୁଲିସ ପେଟ୍ରୋଲି଼ଂ କରୁଥିବା ବେଳେ ଦୁର୍ବୃତ୍ତମାନେ ସୂଚନା ପାଇ ଚାଲିଯାଇଥିବା ଜଣାପଡିଛି। ତେବେ ସଂପ୍ରତି ଏନଟିପିସି ପାଇଁ ଏଠାରେ ବାହାର ରାଜ୍ୟର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଦିନକୁଦିନ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଛି। ତେଣୁ ପୁଲିସ ପେଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe