ରାଜ୍ୟରେ ନିଲାମ୍‌ ହେବ ୧୬ଟି ଖଣି

Advertisment
ରାଜ୍ୟରେ ନିଲାମ୍‌ ହେବ ୧୬ଟି ଖଣି

ଭୁବନେଶ୍ୱର: ରାଜ୍ୟର ୧୬ଟି ଖଣି ନିଲାମ ହେବା ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚ ସୁଦ୍ଧା ନିଲାମ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯାଇ ନିଲାମ କରାଯିବ।

ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି,ଖଣି ଦୁର୍ନୀତିରେ ଜରିମାନା ଦେଇ ନ ଥିବା ୬ଟି ଖଣିର ଲିଜ୍‌ ବାତିଲ୍‌ ହୋଇଛି। ୩୧ଟି ଖଣି ଜରିମାନା ଦେବାରେ ଖିଲାପ କରିଛନ୍ତି। ୨୫ଟି ଖଣି ମାଲିକ କୋର୍ଟରୁ ରହିତାଦେଶ ଆଣିଛନ୍ତି। ନିଲାମ୍‌ ହେବାକୁ ଥିବା ଖଣି ମଧ୍ୟରୁ ୧୦ଟି ଲୁହାପଥର ଓ ୬ଟି ଅନ୍ୟ ଖଣି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe