ଅଟୋ ଓଲଟି ଚାଳକ ମୃତ

Advertisment
ଅଟୋ ଓଲଟି ଚାଳକ ମୃତ

Telangana Today

ଯୋଡା: ଯୋଡ଼ାସ୍ଥିତ ଭୂତବଙ୍ଗଳା ରାସ୍ତାରେ ଆଜି ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡ଼ିବା ଫଳରେ ଏହାର ଚାଳକଙ୍କର ମୃତ୍ୟୁ ଘଟିଛି। ଚାଳକ ଜଣଙ୍କ ହେଲେ ଯୋଡ଼ା ହୁଡିସାହିର ଯଶୋବନ୍ତ ପ୍ରଧାନ (୪୬)। ସେ ତାଙ୍କ ଅଟୋ ନେଇ ଯୋଡ଼ା ବସଷ୍ଟାଣ୍ଡ ଯାଉଥିବାବେଳେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା।

ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଟାଟାଷ୍ଟିଲ ଡାକ୍ତରଖାନକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe