ରାଜ୍ୟର ୩ଜଣ ଜେଲ୍‌ କର୍ମଚାରୀଙ୍କୁ ସ୍ବାଧୀନତା ଦିବସ ଅବସରରେ ସେବା ପଦକ

Advertisment
ରାଜ୍ୟର ୩ଜଣ ଜେଲ୍‌ କର୍ମଚାରୀଙ୍କୁ ସ୍ବାଧୀନତା ଦିବସ ଅବସରରେ ସେବା ପଦକ

Image Courtesy of Indian Bureaucracy

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ଓଡ଼ିଶାର ୩ଜଣ ଜେଲ୍‌ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିଛି। ଉଲ୍ଲେଖନୀୟ ସେବା ପାଇଁ ଜେଲର୍‌ ବିଭେନ୍ଦୁ ଭୂୟାଁଙ୍କୁ ‘ରାଷ୍ଟ୍ରପତିଙ୍କ ସୁଧାରତ୍ମକ ସେବା ପଦକ’, ଜେଲର୍‌ ବୁଲୁ ମାଟିଆ ଓ ସହକାରୀ ଜେଲର୍‌ ସୁପକ କୁମାର ନାୟକଙ୍କୁ ‘ଗୁଣାତ୍ମକ ସେବା ପାଇଁ ସୁଧାରାତ୍ମକ ସେବା ପଦକ’ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe