ଗୋକୁଳ ଦାସଙ୍କୁ ପୁରସ୍କାର

Advertisment
ଗୋକୁଳ ଦାସଙ୍କୁ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ପୂର୍ବତନ ମୁଖ୍ୟ ସ୍ଥପତି ଗୋକୁଳ ଚନ୍ଦ୍ର ଦାସ ‘‘ଇଣ୍ଟରନ୍ୟାସନାଲ ବିଜିନେସ୍‌ କାଉନସିଲ’’ ତରଫରୁ ‘‘ଇଣ୍ଡିଆନ ଆଚିଭର ଆଓ୍ଵାର୍ଡ ଫର୍‌ ଟ୍ୟାଲେଣ୍ଟେଡ୍‌ ପରସନାଲିଟିଜ୍‌’’ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଭୁବନେଶ୍ୱରର ଜୟଦେବ ଭବନ, ଓଡ଼ିଶା ଷ୍ଟେଟ୍‌ ହାଉସିଂ ବୋର୍ଡ ଓ ନୂଆଦିଲ୍ଲୀସ୍ଥିତ ‘ଓଡ଼ିଶା ନିବାସ’ ତାଙ୍କ ସ୍ଥାପତ୍ୟ କଳାର ନିଦର୍ଶନ। ସେ ‘‘ବିଜୟଶ୍ରୀ ସମ୍ମାନ’’ ସମେତ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ଆସନ୍ତା ୧୯ ତାରିଖରେ ନୂଆଦିଲ୍ଲୀରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe