ବି. ଟେକ୍‌ କାଉନସେଲିଂ ୧୨ରୁ

ବି.ଟେକ୍‌ ନାମଲେଖା: ୧୦ ହଜାର ସିଟ୍‌ ଆଲଟ୍‌ମେଣ୍ଟ

The Financial Express

ଭୁବନେଶ୍ୱର : ବି.ଟେକ୍‌/ବି.ଆର୍କ/ଇଣ୍ଟିଗ୍ରେଟେଡ ଏମଏସସି ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୧୨ ତାରିଖରୁ ୱେବ୍‌-ବେସ୍‌ଡ କାଉନସେଲିଂ ଅନୁଷ୍ଠିତ ହେବ। ଚୂଡ଼ାନ୍ତ କାର୍ଯ୍ୟସୂଚୀ, ସିଟ୍‌ ସ୍ଥିତି, କାଉନସେଲିଂ ବ୍ରୋଚର ଆଦି ଓଜେଇଇ ୱେବ୍‌ସାଇଟ www.ojee.nic.in/www.odishajee.com ରେ ଉପଲବ୍ଧ ହେବ। ଅନ୍ୟାନ୍ୟ କାର୍ଯ୍ୟସୂଚୀ ସମ୍ପର୍କରେ ଖୁବଶୀଘ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe