ସର୍ପ ବେଶରେ ଦର୍ଶନ ଦେଲେ ଗୋରେଖନାଥ

Advertisment
ସର୍ପ ବେଶରେ ଦର୍ଶନ ଦେଲେ ଗୋରେଖନାଥ

ଗୋପାଳପୁର : ରଜ ସଂକ୍ରାନ୍ତି ଅବସରରେ ରଘୁନାଥପୁର ବ୍ଳକ କେରେକେରା ଗ୍ରାମର ପ୍ରସିଦ୍ଧ ବିଭୂତି କ୍ଷେତ୍ର ଗୋରେଖନାଥ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ପାରଂପରିକ ରୀତିନୀତିରେ ପୂଜାର୍ଚ୍ଚନା ସହ ଗୋରେଖନାଥ ସର୍ପ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଏହି ପୀଠକୁ ସର୍ପାଘାତର ଶିକାର ଲୋକ ଆସି ଭଲ ହେଉଥିବା ନଜିର ରହିଥିବା ବେଳେ ଏଥିପାଇଁ ଆଜି ପ୍ରବଳ ଭିଡ଼ ହୋଇଥିଲା। ଖରା ଗୁଳିଗୁଳି ସାଙ୍ଗକୁ ଟ୍ରାଫିକ ଜାମ୍‌ ଓ ଭିଡ଼ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। କିନ୍ତୁ ପ୍ରଶାସନିକ ଅବ୍ୟବସ୍ଥା ବିଭିନ୍ନ ମହଲରେ ଅସନ୍ତୋଷର କାରଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe