ପାଣିକୁଣ୍ଡରେ ପଡ଼ି ଶିଶୁପୁତ୍ର ମୃତ

Advertisment
ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

sisat

ଦାନଗଦୀ  : ଦାନଗଦୀ ତ୍ରିଜଙ୍ଗା କଲୋନିରେ ବୁଧବାର ସନ୍ଧ୍ୟାରେ ପାଣିକୁଣ୍ଡରେ ପଡ଼ି ଜଣେ ଦୁଇବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଦୀନବନ୍ଧୁ ସାହୁଙ୍କ ପୁଅ କ୍ରିଷ୍ଣା ଖେଳୁଖେଳୁ କେତେବେଳେ ଘର ନିକଟରେ ଥିବା ପାଣିକୁଣ୍ଡରେ ପଡ଼ିଯାଇଥିଲା ତାହା କେହି ଜାଣିପାରି ନଥିଲେ। ଘର‌ଲୋକେ ପରେ ଶିଶୁଟିକୁ ପାଣିକୁଣ୍ଡରେ ପାଇଥିଲେ। ସଙ୍ଗେସଙ୍ଗେ ଦାନଗଦୀ ଡାକ୍ତରଖାନାକୁ‌ ନେଇଥିଲେ ମଧ୍ୟ ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe