ପାଣି ଭର୍ତ୍ତି ବାଲ୍‌ଟିରେ ବୁଡ଼ି ଶିଶୁପୁତ୍ରର ମୃତ୍ୟୁ

Advertisment
ପାଣି ଭର୍ତ୍ତି ବାଲ୍‌ଟିରେ ବୁଡ଼ି ଶିଶୁପୁତ୍ରର ମୃତ୍ୟୁ

sisat

ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅଧୀନ ସୁମଣ୍ଡଳ ଗ୍ରାମ ଶିବାନନ୍ଦ ମାର୍ଗ ସାହିରେ ପାଣି ଭର୍ତ୍ତି ବାଲ୍‌ଟିରେ ବୁଡ଼ି ୨ ବର୍ଷ ବୟସ ଶିଶୁପୁତ୍ରର ମୃତ୍ୟୁ ଘଟଣା ଶୋକାକୁଳ ପରିବେଶ ଆଣିଦେଇଛି। ଟୁକୁନା ଡାକୁଆଙ୍କ ପୁଅ କ୍ରିଷ୍ଣା ଘର ବାରିପଟେ ଥିବା ଏକ ପାଣି ଭର୍ତ୍ତି ବାଲ୍‌ଟିରେ ଖେଳୁଥିଲା।

ଏହି ସମୟରେ ହଠାତ୍ ଭାରସାମ୍ୟ ହରାଇ ବାଲ୍‌ଟି ଭିତରେ ପଡ଼ିଯାଇଥିଲା। ମୁଣ୍ଡ ତଳକୁ ବୁଡ଼ି ରହିଥିବାରୁ ସେ ବାହାରକୁ ବାହାରି ପାରି ନଥିଲା। ପରିବାରଲୋକେ ତାକୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe