ରାସ୍ତାକଡ଼ରେ ଶିଶୁପୁତ୍ରକୁ ଫିଙ୍ଗି ଦେଲା ମା’, ପୁଲିସର ତଦନ୍ତ

Advertisment
ରାସ୍ତାକଡ଼ରେ ଶିଶୁପୁତ୍ରକୁ  ଫିଙ୍ଗି ଦେଲା ମା’, ପୁଲିସର ତଦନ୍ତ

ନୟାଗଡ଼: ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଶିଖରଗୋଛା ସ୍କୁଲ ନିକଟ ରାସ୍ତା କଡ଼ରେ ଶିଶୁପୁତ୍ରକୁ ଜନ୍ମଦେଇ ମା’ ଫିଙ୍ଗି ଦେଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ସକାଳେ କିଛି ଲୋକ ରାସ୍ତା କଡ଼ରେ ଶିଶୁପୁତ୍ରକୁ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

ଏନେଇ ଉକ୍ତ ଶିଶୁପୁତ୍ରର ମା’ଙ୍କୁ ଖୋଜା ଚାଲିଛି ବୋଲି ନୂଆଗାଁ ଥାନା ଆଇଆଇସି ମନୋରମା ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe