ଭୁବନେଶ୍ବର: କଂଗ୍ରେସ କର୍ମୀଙ୍କୁ ଅଟକାଇବା ପାଇଁ ଓଡ଼ିଶାର ବିଜେପି ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇଛି। ବାଉଁଶ ବାଡ଼, କଣ୍ଟା ତାର, ବ୍ୟାରିକେଡ୍ର ବ୍ୟବହାର କରାଯାଇଛି। ସରକାର ଏକଛତ୍ରବାଦୀ ଶାସନର ମୁହଁ ଦେଖାଉଛନ୍ତି।
ମହିଳା ସୁରକ୍ଷା ତଥା ଅପାରଗ ଆଇନ ଶୃଙ୍ଖଳା ବିରୁଦ୍ଧରେ ଏହି ସରକାର ଓଡିଶା କଂଗ୍ରେସର ଆନ୍ଦୋଳନକୁ ଦମନ କରିବାରେ ସମର୍ଥ ହେବ ନାହିଁ ବୋଲି କଂଗ୍ରେସ ପକ୍ଷରୁ ରଣ ହୁଙ୍କାର ଦିଆଯାଇଛି।
कांग्रेस कार्यकर्ताओं को रोकने के लिए ओडिशा की बीजेपी सरकार हर कोशिश में लगी है। बांस - बल्ली, कटीले तार, बैरिकेड...सब कुछ। सरकार तानाशाही का अपना चेहरा दिखा रही है।
— Odisha Congress (@INCOdisha) March 27, 2025
महिला सुरक्षा के लिए, निकम्मी कानून - व्यवस्था के खिलाफ ओडिशा कांग्रेस के आंदोलन को यह सरकार दबा नहीं पायेगी। pic.twitter.com/fQojNlnrXH
ଅଧିକ ପଢ଼ନ୍ତୁ: ଆମ ପ୍ରଶ୍ନର ଉତ୍ତର ଦେବାକୁ ସରକାରଙ୍କର ସାହସ ନାହିଁ: କଂଗ୍ରେସ
ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଛି। ବିଜେପି ସରକାର ଆମର ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ନୁହଁନ୍ତି। ତେଣୁ ଆମ ବିଧାୟକମାନଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।
ଅଧିକ ପଢ଼ନ୍ତୁ: ସୁପର୍ଷ୍ଟାର୍ଙ୍କୁ ଭେଟିବା ଉଦ୍ୟମ କରି ପୁଲିସ୍ଠୁ ମାଡ଼ ଖାଇଲେ