କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ ପାଇଁ ବେଦାନ୍ତ ପକ୍ଷରୁ ଗାଇଲେ ବନ୍ଦେ ଉତ୍କଳ ଜନନୀ

କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ ପାଇଁ ବେଦାନ୍ତ ପକ୍ଷରୁ ଗାଇଲେ ବନ୍ଦେ ଉତ୍କଳ ଜନନୀ

ଭବାନୀପାଟଣା : କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ ପାଇଁ ବେଦାନ୍ତ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସମର୍ଥନ କରି ରାଜ୍ୟରେ କରୋନା ସଂକ୍ରମଣକୁ ଅଙ୍କୁଶ ଲଗାଇବା ଦିଗରେ ନିରନ୍ତର କାର୍ଯ୍ୟରତ ଅଛନ୍ତି ରାଜ୍ୟ ସରକାର । ଜିଲ୍ଲା ପ୍ରଶାସନ ତଥା ବେସରକାରୀ ସଂସ୍ଥାଙ୍କ କର୍ମୀବୃନ୍ଦ ତଥା ସମାଜସେବୀଙ୍କ ନିଃସ୍ୱାର୍ଥପର ସେବାର ସମ୍ମାନ ଜଣାଇ ବେଦାନ୍ତ ଲାଞ୍ଜିଗଡ଼ର କର୍ମକର୍ତ୍ତା, ପରିବାରବର୍ଗ ତଥା ସହକାରୀ ସଂସ୍ଥା କର୍ମଚାରୀମାନେ କମ୍ପାନୀ ପରିସରରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe