ପାରାଦ୍ବୀପ: କଂଗ୍ରେସ ନେତା ବାପି ସର୍ଖେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।
କିଛି ଦିନ ତଳେ ବାପିଙ୍କ ସ୍ତ୍ରୀ ମନିଦୀପା ବିଜେଡ଼ିରେ ଯୋଗ ଦେଇଥିଲେ। ଏବେ ବାପି କେଉଁ ଦଳରେ ଯୋଗଦେବେ ସେ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ବାପି କହିଛନ୍ତି ମୁଁ ପାରାଦ୍ବୀପର ଶ୍ରମିକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ରାଜନୀତିରୁ ଇସ୍ତିଫା ଦେଇଛି।
କଂଗ୍ରେସରୁ ଇସ୍ତଫା ଦେଲେ ବାପି ସର୍ଖେଲ
Advertisment
Follow Us