ଖୋଲିବ ରାଜ୍ୟର ବାର୍‌ ଓ ରେଷ୍ଟୁରାଣ୍ଟ

ଖୋଲିବ ରାଜ୍ୟର ବାର୍‌ ଓ ରେଷ୍ଟୁରାଣ୍ଟ

Photo: Forbes

ଭୁବନେଶ୍ୱର: ରାଜ୍ୟରେ ଥିବା ସମସ୍ତ ବାର୍‌ ଓ ରେଷ୍ଟୁରାଣ୍ଟ ଖୋଲିବ। କୋଭିଡ ଗାଇଡ୍‌ଲାଇନକୁ ପାଳନ କରି ବାର୍‌ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଖୋଲାଯାଇପାରିବ। ଏ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଭାଗ ପକ୍ଷରୁ ବିଭିନ୍ନ ବାର୍‌ ଓ ରେଷ୍ଟୁରାଣ୍ଟ ସଂଘକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସୂଚନାଯୋଗ୍ୟ, କୋଭିଡ ପାଇଁ ରାଜ୍ୟର ସମସ୍ତ ବାର ଓ ରେଷ୍ଟୁରାଣ୍ଟ ବନ୍ଦ ଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe