ବରଗଡ ଧନୁଯାତ୍ରା ସରିଲା, ମଞ୍ଚରୁ ପଡ଼ି କଂସ ନିଧନ

Advertisment
ବରଗଡ ଧନୁଯାତ୍ରା ସରିଲା, ମଞ୍ଚରୁ ପଡ଼ି କଂସ ନିଧନ

otv

ବରଗଡ: ଦୀର୍ଘ ଦିନ ଧରି ବରଗଡ ଜିଲ୍ଲାରେ ଚାଲିଥିବା ବଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଛି। କୃଷ୍ଣ ଜନ୍ମରୁ ଆରମ୍ଭ ହୋଇଥିବା ଶୁକ୍ରବାର ମଞ୍ଚ ଉପରେ ନିଜ ମାମୁଁ କଂସାସୁର ସହିତ ଯୁଦ୍ଧ କରି କୃଷ୍ଣ ତାଙ୍କୁ ନିଧନ କରିବା ପରେ ଏହି ଯାତ୍ରା ଶେଷ ହୋଇଛି। କିନ୍ତୁ ଅନ୍ତିମ ଦିବସରେ କୃଷ୍ଣଙ୍କୁ ଦେଖି କଂସ ବିଚଳିତ ହୋଇ ମଞ୍ଚରୁ ପଡିଯାଇଥିଲେ।

ଧନୁଯାତ୍ରା ପାଇଁ ଚଳଚଞ୍ଚଳ ଥିଲା ବରଗଡର ମଥୁରାନଗରି। କଂସଙ୍କ ରାଜୁତିରେ ଥରହର ହେଉଥିଲା। କଂସଙ୍କ ନିଧନ ପରେ ଏବେ ସେଠି ଶୃଙ୍ଖଳା ଆସିଛି। ତେବେ ଧନୁଯାତ୍ରା ସରିବା ପରେ ଚଳଚଞ୍ଚଳ ବରଗଡ ନିରବୀ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe