୧୦ ମୃତ ଚାଷୀଙ୍କ ପରିବାର କଲେ ସତ୍ୟପାଠ : ଆମକୁ ନ୍ୟାୟ ଦିଅ

Advertisment
୧୦ ମୃତ ଚାଷୀଙ୍କ ପରିବାର କଲେ ସତ୍ୟପାଠ : ଆମକୁ ନ୍ୟାୟ ଦିଅ

ବରଗଡ଼ : ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲା ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛି। ଗତବର୍ଷ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀ ଆତ୍ମହତ୍ୟା କରିଥିଲେ ହେଁ ଏସବୁ ଫସଲହାନି କିମ୍ବା ଋଣଭାର ସହ ଜଡ଼ିତ ନୁହେଁ ବୋଲି ସରକାରୀ ରିପୋର୍ଟରେ ଉଲ୍ଲେଖ ରହିଛି। ନ୍ୟାୟ ଆଶାରେ ୧୦ଜଣ ମୃତ ଚାଷୀଙ୍କ ପରିବାର ସ୍ଥାନୀୟ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠକୁ ଜାତୀୟ ମାନବାଧିକାର କମିସନଙ୍କ ପାଖକୁ ପଠାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe