୧୮ରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ହେବ ବର୍ଷାଙ୍କ ଆବେଦନର ଶୁଣାଣି

ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଛାଡିବା ମାମଲା: ବର୍ଷାଙ୍କ ମାମଲାରେ ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

Knowledia News

କଟକ : ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ି ଭଡ଼ା ଘରେ ରହିବା ପ୍ରସଂଗରେ କଟକ ସଦର ଏସଡିଜେଏମ ଅଦାଲତଙ୍କ ୨୦୨୨, ଜୁନ୍ ୨ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ବର୍ଷା ପ୍ରିୟଦର୍ଶିନୀ ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ଦାୟର କରିଥିବା ଅପିଲର ଜୁଲାଇ ୧୮ରେ ପରବର୍ତ୍ତୀ ଶୁଣାଣି ହେବ। ଏଥି ସହିତ ଏହି ମାମଲା ଶୁଣାଣି ପାଇଁ ପ୍ରଥମ ଅତିରିକ୍ତ ଦୌରା ଜଜ୍ ଅଦାଲତକୁ ସ୍ଥାନାନ୍ତର ହୋଇଛି। ଅନ୍ୟପକ୍ଷରେ କଟକ ସଦର ଏସଡିଜେଏମ୍ ଅଦାଲତଙ୍କ ଜୁନ୍ ୨ର ନିର୍ଦ୍ଦେଶ ଉପରେ ଜୁନ୍ ୨୧ରେ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe