ଭୁବନେଶ୍ୱର ରେଳ ଷ୍ଟେସନ୍‌ ପ୍ରତୀକ୍ଷାଳୟରେ ଅଜ୍ଞାତ ମହିଳାଙ୍କ ଶବ

Advertisment
ଭୁବନେଶ୍ୱର ରେଳ ଷ୍ଟେସନ୍‌ ପ୍ରତୀକ୍ଷାଳୟରେ ଅଜ୍ଞାତ ମହିଳାଙ୍କ ଶବ

Photo: Sambad.in

ଭୁବନେଶ୍ୱର: ରବିବାର ରାତିରୁ ଭୁବନେଶ୍ୱର ରେଳଷ୍ଟେସନ୍‌ର ଦ୍ୱିତୀୟ ଶ୍ରେଣୀ ପ୍ରତୀକ୍ଷାଳୟରେ ଜଣେ ଅପରିଚିତା ମହିଳାଙ୍କ ଶବ ପଡ଼ିରହିଛି। ତାଙ୍କର ଆନୁମାନିକ ବୟସ ୪୨ ହୋଇ ପାରେ ଏବଂ ସେ ସମ୍ଭ୍ରାନ୍ତ ପରିବାରର ମହିଳା ପରି ଜଣାପଡୁଛନ୍ତି। ଏବେ ଜଣେ ଏକ୍‌ଜ୍ୟୁକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତଦନ୍ତ ଚାଲିଛି। ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe