ଭଦ୍ରକ ବ୍ଲକ ଉପସଭାପତି ବିଜେଡିରୁ ବହିଷ୍କୃତ

Advertisment
ଭଦ୍ରକ ବ୍ଲକ ଉପସଭାପତି ବିଜେଡିରୁ ବହିଷ୍କୃତ

ଭଦ୍ରକ: ଭଦ୍ରକ ବ୍ଲକ ଉପସଭାପତି ଭରତ ତ୍ରିପାଠୀଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁ ତାଙ୍କ ପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁ କହିଛନ୍ତି ଯେ, ଭରତ ବହୁ ଦିନ ଧରି ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ। ଏହା ଜଣାପଡିବା ପରେ ତାଙ୍କ ପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe