ସକାଳ ସାଢ଼େ ୮ଟା ସୁଦ୍ଧା ଭଦ୍ରକ ସବୁଠାରୁ ଉତ୍ତପ୍ତ

Advertisment
ସକାଳ ସାଢ଼େ ୮ଟା ସୁଦ୍ଧା ଭଦ୍ରକ ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର: ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟରେ ଅସମ୍ଭାଳ ତାତି ଦେଖିବାକୁ ମିଳିଛି। ସକାଳ ସାଢ଼େ ୮ଟା ସୁଦ୍ଧା ଭଦ୍ରକ ୩୫.୬ ଡଗ୍ରି ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏଣେ ବାଲେଶ୍ୱରରେ ୩୫.୪ ଡିଗ୍ରି, ଫୁଲବାଣୀରେ ୩୪.୬ ଡିଗ୍ରି, ରାଜଧାନୀ ଭୁବନେଶ୍ୱରରେ ୩୪.୪ ଡିଗ୍ରି, କଟକ ୩୪.୨, କେନ୍ଦୁଝର ଓ ବାରିପଦାରେ ତାପମାତ୍ରା ୩୪ ଡିଗ୍ରି ରେକର୍ଡ କରାଯାଇଛି।

ଆଗାମୀ ୩ ଦିନ ଯାଏ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ ରୁ ୩ ଡ଼ିଗ୍ରି ଯାଏଁ  ହ୍ରାସ ପାଇବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe