ଭକ୍ତ ଚରଣ ଦାସଙ୍କ ସଂପତ୍ତି ଦେଢ଼ କୋଟି

Advertisment
ଭକ୍ତ ଚରଣ ଦାସଙ୍କ ସଂପତ୍ତି ଦେଢ଼ କୋଟି

କଂଗ୍ରେସର ସାଂସଦ ପ୍ରାର୍ଥୀ ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ବାର୍ଷିକ ଆୟ ୮ଲକ୍ଷ ୭୬ ହଜାର ୭୫୦ ଟଙ୍କା ଥିବା ବେଳେ ୨୦୧୪ ମସିହାରେ ୧୧ଲକ୍ଷ ୩୬ ହଜାର ୯୪୦ ଟଙ୍କା ଆୟ ଥିଲା। ତାଙ୍କ ପାଖରେ ହାତଜମା ୧ଲକ୍ଷ ୨୦ ହଜାର ଟଙ୍କା ଥିବା ‌ବେଳେ ସମୁଦାୟ ୬୨ ଲକ୍ଷ ୨୪ ହଜାର ୬୭୧ ଟଙ୍କା ଅସ୍ଥାବର ସମ୍ପତ୍ତି ରହିଛି। ୯୦ ଲକ୍ଷ ଟଙ୍କା ସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ନାମରେ ଭବାନୀପାଟଣା ଷ୍ଟେଟବ୍ୟାଙ୍କରେ ୮୦ଲକ୍ଷ ୪୪ ହଜାର ୩୮୭ ଟଙ୍କା ଋଣ ଅଛି। ତାଙ୍କ ପତ୍ନୀ ସୁନନ୍ଦା ଦାସଙ୍କ ପାଖରେ ୩୦ ହଜାର ଟଙ୍କା ହାତ ଜମା ଓ ୩୦୦ ଗ୍ରାମ ସୁନା ସମେତ ୯ଲକ୍ଷ ୩୦ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe