ଡାଇରିଆ ଓ ମଙ୍କିପକ୍ସ ପାଇଁ ଭୀମ୍‌ସାର ପ୍ରସ୍ତୁତ

Advertisment
କକାଙ୍କ ଆକ୍ରମଣରେ ଚାଲିଗଲା ପୁତୁରାଙ୍କର ଜୀବନ

www.vimsar.ac.in

ବୁର୍ଲା: ରାଜ୍ୟରେ ଗୋଟିଏ ପଟେ କରୋନା କାୟା ବିସ୍ତାର କରୁଥିବା ବେଳେ ଅନ୍ୟ ପଟେ ଝାଡ଼ାବାନ୍ତି ଓ ମଙ୍କିପକ୍ସ ବ୍ୟାପିବାର ଭୟ ଦେଖାଦେଇଛି। ରାଜ୍ୟ ସରକାର ଏଦିଗରେ ରାଜ୍ୟର ଜିଲ୍ଲାପାଳମାନଙ୍କୁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ପାରିପ୍ରେକ୍ଷୀରେ ଆଜି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆବଶ୍ୟକ ପଦକ୍ଷେପ ନେବାକୁ  ନିର୍ଦ୍ଦେଶ ଦେଇଥିଲେ। ଭିମ୍‌ସାର୍ ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ ଦ୍ଵିତୀୟ କୋଭିଡ୍ ହସ୍ପିଟାଲ୍(ନୂତନ ମେଡ଼ିସିନ୍ ୱାର୍ଡ)ର ଉପର ମହଲାର ୨୦ଟି ଶଯ୍ୟା ସଂକ୍ରାମକ ରୋଗ ଝାଡ଼ବାନ୍ତି  ଏବଂ ମଙ୍କିପକ୍ସ ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe